ପୋଲିସ SI ପରୀକ୍ଷା ଜାଲିଆତି ଘଟଣାକୁ ୪ ଦିନ ବିତିଲାଣି । ୧୧୪ ପରୀକ୍ଷାର୍ଥୀଙ୍କ ସମେତ କେବଳ ତିନି ଦଲାଲଙ୍କୁ ଗିରଫ କରିଛି ପୋଲିସ । ଆହୁରି ୧୦ରୁ ୧୨ ଜଣ ଦଲାଲଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି । ତେବେ ସେମାନଙ୍କୁ କେବେ ଗିରଫ କରାଯିବ ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଲାଣି । କ୍ରାଇମବ୍ରାଞ୍ଚ ଘଟଣାର ଖୋଳତାଡ କରୁଛି । ମୁଖ୍ୟ ଖଳନାୟକ ପାଖରେ କେବେ ପହଞ୍ଚିବ ପୋଲିସ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)