Advertisment

ପ୍ରସିଦ୍ଧ ଟେଲି ଅଭିନେତ୍ରୀଙ୍କୁ କରୋନା

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ବଲିଉଡ ସମେତ ଅନେକ ଟିଭି କଳାକାରମାନେ ବି ଏହି ଭାଇରସ ଦ୍ୱାରା ଶିକାର ହେଉଛନ୍ତି। ଏବେ ଟିଭି ଅଭିନେତ୍ରୀ ଶ୍ରେନୁ ପାରିକ୍‌ ମଧ୍ୟ କରୋନାରେ ପଜିଟିଭ ଥିବା ଜଣାପଡିଛି। ଶ୍ରେନୁ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏନେଇ ଶ୍ରେନୁ ନିଜ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।   View this post on Instagram   Even after being so careful if it can […]

ପ୍ରସିଦ୍ଧ ଟେଲି ଅଭିନେତ୍ରୀଙ୍କୁ କରୋନା

bollywood

Advertisment

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରକୋପ ଦିନକୁ ଦିନ ବଢ଼ିବାରେ ଲାଗିଛି। ବଲିଉଡ ସମେତ ଅନେକ ଟିଭି କଳାକାରମାନେ ବି ଏହି ଭାଇରସ ଦ୍ୱାରା ଶିକାର ହେଉଛନ୍ତି। ଏବେ ଟିଭି ଅଭିନେତ୍ରୀ ଶ୍ରେନୁ ପାରିକ୍‌ ମଧ୍ୟ କରୋନାରେ ପଜିଟିଭ ଥିବା ଜଣାପଡିଛି। ଶ୍ରେନୁ ଏବେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏନେଇ ଶ୍ରେନୁ ନିଜ ଇନ୍‌ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।

Advertisment

ଶ୍ରେନୁ ପାରିକ୍ ନିଜ ଇନ୍‌ଷ୍ଟାଗ୍ରାମରେ ଲେଖିଛନ୍ତି, ‘ସମସ୍ତ ଲୋକ କିଛି ସମୟ ପାଇଁ ମୋ ଠାରୁ ଦୂରେଇ ଯାଇଛନ୍ତି। କିଛି ଦିନ ପୂର୍ବେ ମୁଁ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲି। ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛି। ଧିରେ ଧିରେ ଠିକ୍‌ ହେଉଛି। ମୋ ପାଇଁ ଓ ପରିବାର ଲୋକଙ୍କ ନିମନ୍ତେ ପ୍ରାର୍ଥନା କର। ମୁଁ ସମସ୍ତ କରୋନା ଯୋଦ୍ଧାଙ୍କୁ ହୃଦୟର ସହ କୃତଜ୍ଞତା ଜଣାଉଛି। ଏଭଳି ବିପଦ ସମୟରେ ମଧ୍ୟ ଆମମାନଙ୍କୁ ସାହାଯ୍ୟ କରୁଛନ୍ତି।’

Advertisment

ଶ୍ରେନୁ ପାରିକ୍ 'ଇଶ୍ ପ୍ୟାର୍ କୋ କିୟା ନାମ ଦୁଁ', ‘ଏକ ବାର୍‌ ଫିର୍‌’, ‘Ek Bhram Sarv Gun Sampanna' ଓ 'ଇଶ୍କବାଜ୍'ରେ ସେ ଜବରଦସ୍ତ ଅଭିନୟ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ