Advertisment

ସ୍ୱତନ୍ତ୍ର ଜେଲରେ ୪୫ କରୋନା ଆକ୍ରାନ୍ତ ଚିହ୍ନଟ

ରାଉରକେଲା: ରାଉରକେଲା ସ୍ୱତନ୍ତ୍ର ଜେଲରେ ୪୫ କରୋନା ଆକ୍ରାନ୍ତ। ଚିହ୍ନଟ କରୋନା ସନ୍ଦେହରେ ଜେଲରେ ୬୪ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ଟେଷ୍ଟ ନମୁନାରୁ ୪୨ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଜେଲରେ ଅନ୍ୟ ୩ ଜଣ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ଜେଲର। କରୋନା ପଜିଟିଭ ଚିହ୍ନଟ ହେବାପରେ ଜେଲ ପରିସରକୁ ସାନିଟାଇଜ କରାଯାଇଛି। ଗତକାଲି ସୁନ୍ଦରଗଡ଼ ଜିଲ୍ଲାର ମୋଟ ୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। କିଛି […]

ଅଦ୍ୟତନ ହୋଇଛି
ସ୍ୱତନ୍ତ୍ର ଜେଲରେ ୪୫ କରୋନା ଆକ୍ରାନ୍ତ ଚିହ୍ନଟ

jail

Advertisment

ରାଉରକେଲା: ରାଉରକେଲା ସ୍ୱତନ୍ତ୍ର ଜେଲରେ ୪୫ କରୋନା ଆକ୍ରାନ୍ତ। ଚିହ୍ନଟ କରୋନା ସନ୍ଦେହରେ ଜେଲରେ ୬୪ ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ଟେଷ୍ଟ ନମୁନାରୁ ୪୨ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

Advertisment

ଜେଲରେ ଅନ୍ୟ ୩ ଜଣ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ଜେଲର। କରୋନା ପଜିଟିଭ ଚିହ୍ନଟ ହେବାପରେ ଜେଲ ପରିସରକୁ ସାନିଟାଇଜ କରାଯାଇଛି।

ଗତକାଲି ସୁନ୍ଦରଗଡ଼ ଜିଲ୍ଲାର ମୋଟ ୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଛି। କିଛି ଦିନ ପୂର୍ବରୁ ରାଉରକେଲା ସ୍ୱତନ୍ତ୍ର ଜେଲରେ ୧୭ ଜଣ ଅନ୍ତେବାସୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଗତ ଜୁନ ମାସରେ ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ