Advertisment

୩୬ ବିଏସଏଫ୍ କର୍ମଚାରୀଙ୍କୁ କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହି ମହାମାରୀରେ ପ୍ରଭାବିତ ହୋଇଛନ୍ତି ବିଏସଏଫର କର୍ମଚାରୀ। ଗତ ୨୪ ଘଣ୍ଟାରେ ବିଏସଏଫର ୩୬ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। In the last 24 hours, 36 more Border Security Force (BSF) personnel tested positive for #COVID19 and 33 have recovered. There are 526 active cases and 817 personnel have recovered till date: […]

୩୬ ବିଏସଏଫ୍ କର୍ମଚାରୀଙ୍କୁ କରୋନା

bsf

Advertisment

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହି ମହାମାରୀରେ ପ୍ରଭାବିତ ହୋଇଛନ୍ତି ବିଏସଏଫର କର୍ମଚାରୀ। ଗତ ୨୪ ଘଣ୍ଟାରେ ବିଏସଏଫର ୩୬ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି।

Advertisment

https://twitter.com/ANI/status/1279690920665858049?s=20

ତେବେ ୨୪ ଘଣ୍ଟା ଭିତରେ ୩୩ଜଣ ବିଏସଏଫ୍ କର୍ମଚାରୀ ସୁସ୍ଥ ମଧ୍ୟ ହୋଇଛନ୍ତି। ଏବେବି ବିଏସଏଫରେ ୫୨୬ ସକ୍ରିୟ ମାମଲା ରହିଥିବା ବେଳେ ମୋଟ ୮୧୭ଜଣ ସୁସ୍ଥ ହୋଇସାରିଛନ୍ତି। ସୂଚନାଯୋଗ୍ୟ, ଚୀନର ଉହାନ ସହରରୁ ବ୍ୟାପିଥିବା ଏହି ମାରାତ୍ମକ ଭୂତାଣୁ ଭାରତରେ ତା'ର କାୟା ବିସ୍ତାର କରିବାରେ ଲାଗିଛି।

ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪,୮୫୦ ପଜିଟିଭ୍ ମାମଲା ସାମ୍ନାକୁ ଆସିଥିବା ବେଳେ ୬୧୩ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬,୭୩,୧୬୫ରେ ପହଞ୍ଚିଛି। ଏପର୍ଯ୍ୟନ୍ତ ୪,୦୯,୦୮୩ ଜଣ ସୁସ୍ଥ ହୋଇଥିବା ବେଳେ ୨,୪୪,୮୧୪ଜଣ ସକ୍ରିୟ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ