ଅଦ୍ୟତନ ହୋଇଛି
Advertisment
- କଟକ: ମାଟ୍ରିକ ନମ୍ବର ମୂଲ୍ୟାୟନରେ କୌଣସି ତ୍ରୁଟି ହୋଇନାହିଁ- ବୋର୍ଡ ସଭାପତି
- ସମ୍ବଲପୁର: ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ଭାବେ ନିଯୁକ୍ତି ପାଇଲେ ପ୍ରଫେସର ବଂଶୀଧର ମାଝୀ
- ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ରାଜନୈତିକ ଚିଠା ପ୍ରସ୍ତାବ ପାରିତ
- ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦଳୀୟ ଭିତ୍ତିରେ ବଣ୍ଟା ଯାଉଥିବା ଆରୋପ । ମନରେଗାରେ ମେସିନରେ କାମ ହେଉଛି, ପ୍ରବାସୀ ଫେରିଲା ପରେ କାମ ମିଳୁନି-ଭୃଗୁ ବକ୍ସିପାତ୍ର
- ଜଳେଶ୍ୱର: ଗୋପିମୋହନପୁର ଗାଁରେ ଭୋଜି ଖାଇ ୩୦ରୁ ଅଧିକ ଅସୁସ୍ଥ । ଭୋଜି ଖାଇବା ପରେ ଝାଡ଼ାବାନ୍ତି ଅଭିଯୋଗ; ଗାଁକୁ ଗଲା ସ୍ୱାସ୍ଥ୍ୟ ବିଭାଗ ଟିମ୍
- ଭୁବନେଶ୍ୱର: ବର୍ତ୍ତମାନ ସଂକ୍ରମଣ ଆହୁରି କମିବା କଥା। ହେଲେ କାହିଁକି କମୁନି ବିଚାର ଚାଲିଛି- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
- ଭୁବନେଶ୍ୱର: ଟ୍ରେଣ୍ଡକୁ ଦେଖି କେଉଁ ଜିଲ୍ଲାରେ ଲକ୍ଡାଉନ୍ ଉଠିବ ନିଷ୍ପତ୍ତି ନିଆଯିବ- ଡିଏମ୍ଇଟି
- ବାଲେଶ୍ୱର: ଅଗ୍ନି-୧ ପ୍ରାଇମ ମିଜାଇଲ୍ର ବ୍ୟାବହାରିକ ପରୀକ୍ଷଣ
- ଭୁବନେଶ୍ୱର: ଯୁକ୍ତ ୨ ନାମଲେଖା ନେଇ ସମସ୍ୟା ହେବନି, କଲେଜ ଆଧାରରେ ସିଟ୍ ସଂଖ୍ୟା ବଢ଼ାଯିବ -ଗଣଶିକ୍ଷା ମନ୍ତ୍ରୀ
- ଭୁବନେଶ୍ୱର:
- ଭୁବନେଶ୍ୱର: ତାତିଲେ ମାଟ୍ରିକ ରେଜଲ୍ଟରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଓ ଅଭିଭାବକ
- ପୁରୀ: ପୁରୀରେ ରଥଯାତ୍ରା ବେଳେ ଟ୍ରେନ୍ ଓ ବସ୍ ଚଳାଚଳ ବନ୍ଦ ରହିବ।
- ଭୁବନେଶ୍ୱର: ୧୦ କୋଟିର GST ଠକି ଆଇରନ ସ୍କ୍ରାପ୍ ବ୍ୟବସାୟୀ ଗିରଫ
- ଆନନ୍ଦପୁର: ଘସିପୁରା ବ୍ଲକ କଂଗ୍ରେସ ସଭାପତିଙ୍କ ଗାଡ଼ିକୁ ଆକ୍ରମଣ
- ରାଇରଙ୍ଗପୁର: NHରେ ମାଡ଼ିଗଲା ଲୁହାପଥର ବୋଝେଇ ଟ୍ରକ; ମହିଳା ମୃତ
- ରାଜ୍ୟରେ ୨୪ ଘଣ୍ଟାରେ ୩୩୧୯ ନୂଆ ପଜିଟଭ୍ ଚିହ୍ନଟ : ଦିନକରେ ମୃତ୍ୟୁସଂଖ୍ୟା ୪୩
- ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଧ୍ରୁବରାଜଙ୍କୁ ହତ୍ୟା ଘଟଣାରେ ଆକ୍ରମଣକାରୀ ଗିରଫ
- ନୂଆଦିଲ୍ଲୀ: କରୋନା କ୍ଷତିଗ୍ରସ୍ତ କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ: ୧ ଲକ୍ଷ ୧୦ ହଜାର କୋଟି ସହାୟତା ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
- ନୂଆଦିଲ୍ଲୀ: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳାଙ୍କ ବଡ଼ ଘୋଷଣା। ଭାରତକୁ ଆସିବାକୁ ଥିବା ପ୍ରଥମ ୫ ଲକ୍ଷ ପର୍ଯ୍ୟଟକଙ୍କୁ ଭିସା ଫ୍ରି
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us