• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ସେପ୍ଟେମ୍ବର ୫ରୁ ୧୧ ସେପ୍ଟେମ୍ବର ୨୦୨୨,ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ଏହି ସପ୍ତାହରେ କର୍ମ କ୍ଷେତ୍ରରେ ବହୁ ବାଧା ସହି ସଫଳତା ହାସଲ କରିବେ । ବ୍ୟବସାୟରେ ସଫଳତା ମିଳିବ । କୈାଣସି କାର୍ଯ୍ୟରେ ହଠାତ୍ ବାଧା ସୃଷ୍ଟି ହୋଇପାରେ । ପାରିବାରିକ ଜୀବନ ସୁଖ , ଶାନ୍ତିରେ କଟିବ । ମହିଳା ମାନେ ଅଧିକ ପରିଶ୍ରମ କରିବେ । ଶିକ୍ଷାର୍ଥି ମାନେ ପଢାରେ କୃତିତ୍ୱ ହାସଲ କରିବେ ।

Aries

ମେଷ

Thursday 08 Sep 2022

ବ୍ୟବସାୟରେ ସଫଳତା ଲାଭ କରିବେ । କର୍ମ କ୍ଷେତ୍ରରେ ବହୁ ଖଟଣି ସତ୍ୱେ ଅଳ୍ପ ଅର୍ଥ ଉପାର୍ଜନ ହେବ । ପୂର୍ବ ଯୋଜନା ଅନୁସାରେ କାମ କରିବେ । ପାରିବାରିକ ଜୀବନରେ ପ୍ରେରଣା ମିଳିବ । ରାଜନୈତିକ ସହଯୋଗ ପ୍ରାପ୍ତ ହେବ । ଚାକରିରେ କ୍ଷେତ୍ରରେ ଅସୁବିଧା ଦେଖା ଦେଇପାରେ । ଶାରୀରିକ ପିଡା ଓ ମାନସିକ ଅଶାନ୍ତି ଦେଖାଦେବ । ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟାଇବେ । କ୍ଷମତା ଶାଳୀ ହେବାର ସୁଯୋଗ ଆସିପାରେ । ମହିଳା ମାନେ ବିଭିନ୍ନ ପ୍ରକାରର ଲାଭର ସୈାଭାଗ୍ୟ ଲାଭ କରିବେ । ସାମାଜିକ ମାନ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ହେବ । ଧନର ଠିକ୍ ଉପଯୋଗ କରିବା ପାଇଁ ଚେଷ୍ଟା କରିବେ । ଭୂମି କ୍ରୟର ସୁଯୋଗ ଆସିପାରେ । ପଢାପଢିରେ ମଧ୍ୟମ ଫଳ ମିଳିବ 

ପ୍ରତିକାର- ମଙ୍ଗଳବାର ଦିନ ଶ୍ରୀ ହନୁମାନଙ୍କ ପାଖରେ ପେଡା ଭୋଗ ଲଗାଇ ଛୋଟ, ଛୋଟ ପିଲାଙ୍କୁ ଖାଇବାକୁ ଦେଇଦିଅନ୍ତୁ ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :