• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୨୧ ନଭେମ୍ବରରୁ ୨୭ ନଭେମ୍ବର, ଏହି ସପ୍ତାହରେ ନୂତନ ବ୍ୟବସାୟ କରିବାର ଆଶା ମିଳିବ

ଏହି ସପ୍ତାହରେ ବ୍ୟବସାୟରେ ନୂତନ ବ୍ୟବସାୟ କରିବାର ଆଶା ମିଳିବ । ଦାମ୍ପତ୍ୟ ସୁଖରେ ମଧୁରତା ଆସିବ । ଛାତ୍ରଛାତ୍ରୀ ବିଦ୍ୟାରେ ସଫଳ ହେବେ । ଏହି ସପ୍ତାହରେ ରାଜନୀତି କ୍ଷେତ୍ରରେ ପ୍ରଂଶସିତ ହେବେ ।

Scorpio

ବିଛା

Monday 21 Nov 2022

ବାଣିଜ୍ୟ-ବ୍ୟବସାୟରେ ପ୍ରତିକୂଳତା ଆସିପାରେ । କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ । ଶତ୍ରୁ ବୃଦ୍ଧି ପାଇବ ,ପାରିବାରିକ ଜୀବନ ଅଶାନ୍ତି ଦେଖାଦେବ । ଆଂଶୀଦାରୀ ବ୍ୟବସାୟରେ ମନୋମାଳିନ୍ୟ ଦେଖାଦେଇ ପାରେ । ପରିସ୍ଥିତି ଜଟିଳତା ମଧ୍ୟରେ ସମସ୍ତ କାର୍ଯ୍ୟ ବାଧା ପ୍ରାପ୍ତ ହୋଇପାରେ । ମହିଳା ମାନେ କର୍ମତତ୍ପର ହେବେ । ଛାତ୍ରଛାତ୍ରି ମାନେ ପ୍ରତିଯୋଗିତା ମୂଳକ କ୍ଷେତ୍ରରେ ଉତମ ଫଳ ପ୍ରଦର୍ଶନ କରିବେ ।

ପ୍ରତିକାର - “ଓଁ ହୂଂ ଶ୍ରୀଂ ମଙ୍ଗଳାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :