ଏହି ସପ୍ତାହରେ ବହୁଦିନରୁ ବିଫଳ ହେଉଥିବା କାର୍ଯ୍ୟକ୍ରମରେ କିଛି ମାତ୍ରାରେ ସଫଳତା ଆସିବ । ବେପାରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ମିଳିବ । ପ୍ରେମିକା-ପ୍ରେମିକଙ୍କ ପାଇଁ ଉତ୍ତମ ସପ୍ତାହ ରହିବ ।
ବହୁଦିନରୁ ବିଫଳ ହେଉଥିବା କାର୍ଯ୍ୟକ୍ରମରେ କିଛି ମାତ୍ରାରେ ସଫଳତା ଆସିବ । ଗୃହନିର୍ମାଣ କାର୍ୟ୍ୟ ଧୀରେ ଧୀରେ ବଢିବ, ମକଦ୍ଦମା ଫଇସଲାରେ ବିଳମ୍ବତା ଦେଖାଦେଇପାରେ । ସାମାନ୍ୟ ଆୟବୃଦ୍ଧି, ସଞ୍ଚୟ କରିବା କଷ୍ଟକର ହୋଇପାରେ । ସୁସମ୍ବାଦ ପ୍ରାପ୍ତି ଏବଂ ଅନେକ କ୍ଷେତ୍ରରେ ମଧ୍ୟମ ଧରଣର ସଫଳତାର ସୂଚନା ମିଳିପାରେ । କିଛି ମାତ୍ରାରେ ଅସୁବିଧା ଦୂର ହେବା ସଙ୍ଗେ ସଙ୍ଗେ ସୁଫଳ ବୃଦ୍ଧି ପାଇପାରେ
ପ୍ରତିକାର- ଗରିବ ଲୋକଙ୍କୁ ଭୋଜନ, ପୋଷାକ, ତୈଳ ଦାନ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯