• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope: From 8th September To 14th September 2024: ଜାଣନ୍ତୁ କେମିତି କଟିବ ଆପଣଙ୍କ ସପ୍ତାହ; କଣ କରିବେ ପ୍ରତିକାର...

ଏହି ସପ୍ତାହରେ ବିଦ୍ୟାର୍ଥୀଙ୍କ ପାଇଁ ସମୟ ଲାଭପ୍ରଦ ହେବ,ଜାଗାଜମି ଓ ଯାନବାହାନ ସମ୍ବନ୍ଧୀୟ କେତେ ସମସ୍ୟା ସମାଧାନ ହୋଇଯିବ, ରାଜନୈତକ କ୍ଷେତ୍ରରେ ଶତୃମାନେ ମିତ୍ରତାର ହାତ ବଢେଇବେ ।

Libra

ତୁଳା

Monday 09 Sep 2024

ଶାରିରୀକ ସୁସ୍ଥତା ଦେଖାଦେବା ସହ ମାନସିକ ଶାନ୍ତି ଅନୁଭବ କରିବେ । ବ୍ୟବସାୟକୁ ନେଇ ଭଲ ଚୁକ୍ତି ହେବାର ସମ୍ଭାବନା ରହିଛି । ପ୍ରେମ ସମ୍ପର୍କକୁ ବଢାଇବା ସହିତ ଦାମ୍ପତ୍ୟ ଜୀବରେ ସୁଧାର ଆଣିବେ । ଜୀବନରେ ନୂଆ ସଂକେତ ମିଳିପାରେ । ରାଜନୀତିରେ ଉଚ୍ଚ ସମ୍ମାନ ପାଇବା ସହ ଆଥିକ କ୍ଷେତ୍ରରେ ଉନ୍ନତି ହେବ । ଶିଳ୍ପବାଣିଜ୍ୟ ଓ ଜମିଜମା ସଙ୍କ୍ରାନ୍ତିୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ । ପରିବାରର କେତେକ ସମସ୍ୟା ସମାଧାନ ହୋଇ ସୁଖପ୍ରାପ୍ତି ହେବ । ହରାଇଥିବା ଧନ ପ୍ରାପ୍ତି ହେବ ।

ପ୍ରତିକାର – ଶିବଙ୍କର ଦର୍ଶନ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :