• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope: From 7th October To 13th October 2024: ଜାଣନ୍ତୁ କେମିତି କଟିବ ଆପଣଙ୍କ ସପ୍ତାହ; କଣ କରିବେ ପ୍ରତିକାର...

ଜାଣନ୍ତୁ କେମିତି କଟିବ ଆପଣଙ୍କ ସପ୍ତାହ....ଏହି ସପ୍ତାହରେ ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ । ନୂଆ ଘର କିଣିବାରେ ଟଙ୍କା ବିନିଯୋଗ କରିପାରନ୍ତି । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ

Virgo

କନ୍ୟା

Monday 07 Oct 2024

ବ୍ୟବସାୟ ସମ୍ବନ୍ଧୀୟ ବାରମ୍ବାର ନିଷ୍ପତ୍ତି ପରିବର୍ତ୍ତନ କରି ପାରନ୍ତି । ସ୍ୱାସ୍ଥ୍ୟ ଏବଂ ଥଣ୍ଡା ସମ୍ବନ୍ଧୀୟ ସମସ୍ୟାରେ ଚାପ ଦେଇପାରେ । ଆର୍ଥିକ କ୍ଷେତ୍ରରେ ସାମଗ୍ରିକ ବିକାଶ ହୋଇପାରେ । ରାଜନୈତିକ କ୍ଷେତ୍ରରେ ବିଜୟ ଲାଭ କରିବେ । କ୍ୟାରିଅରରେ ବିକାଶର ସୁବିଧା ପାଇବାକୁ ସକ୍ଷମ କରିପାରନ୍ତି ଜ୍ଝ ଆପଣ ଭଲ ଟଙ୍କା ରୋଜଗାର କରିବାର ସ୍ଥିତିରେ ରହିବେ । କର୍ମ କ୍ଷେତ୍ରରେ ଆପଣଙ୍କୁ କାର‌୍ୟ୍ୟରେ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ । ସଂଗୀତ ଏବଂ ଅନ୍ୟାନ୍ୟ ସୃଜନଶୀଳ କାର‌୍ୟ୍ୟ ପ୍ରତି ଉଚ୍ଚ ଉତ୍ସାହ ରହିବେ ।

ପ୍ରତିକାର- ଗଣେଷଙ୍କୁ ଦ୍ୱବ ଦାନ କରନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :