• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope: From 7th October To 13th October 2024: ଜାଣନ୍ତୁ କେମିତି କଟିବ ଆପଣଙ୍କ ସପ୍ତାହ; କଣ କରିବେ ପ୍ରତିକାର...

ଜାଣନ୍ତୁ କେମିତି କଟିବ ଆପଣଙ୍କ ସପ୍ତାହ....ଏହି ସପ୍ତାହରେ ବନ୍ଧୁ ମିତ୍ରଙ୍କଠାରୁ ଉପହାର ପ୍ରାପ୍ତି ହେବ । ନୂଆ ଘର କିଣିବାରେ ଟଙ୍କା ବିନିଯୋଗ କରିପାରନ୍ତି । ବ୍ୟବସାୟରେ ଉଧାର ଦେଇ ଫେରି ପାଇବା ସହଜ ହେବ

Cancer

କର୍କଟ

Monday 07 Oct 2024

କୈାଣସି ନିଷ୍ପତ୍ତି ନେବାରେ ଡେରି କରିବେ ନାହିଁ । ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିବେ । ନୂଆ ଘର କିଣିବାରେ ଟଙ୍କା ଖର୍ଚ୍ଚ କିମ୍ବା ବିନିଯୋଗ କରିପାରନ୍ତି । କର୍ମ କ୍ଷେତ୍ରରେ ଆରାମ ଏବଂ ବିଳାସପୂର୍ଣ୍ଣତା ନେଇପାରନ୍ତି । ଆଧ୍ୟାତ୍ମିକ ପ୍ରବୃତ୍ତି ଏବଂ ସେଥି ସମ୍ବନ୍ଧୀୟ ଯାତ୍ରା ପ୍ରତି ଅଧିକ ଆଗ୍ରହ କରିପାରନ୍ତି । ପିତୃପୁରୁଷଙ୍କ ଆଶୀର୍ବାଦ ପାଇବାକୁ ସକ୍ଷମ ହୋଇ ପାରିବେ । ଅର୍ଥ ସଂଗ୍ରହ କରିବାର ସୁଯୋଗ ଆସିପାରେ । ଜୀବନ ସାଥୀ ସହିତ ଭ୍ରମଣ କରିବାକୁ ଯାଇପାରନ୍ତି

ପ୍ରତିକାର- ଭୋକିଲା ଲୋକଙ୍କୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :