ଏହି ସପ୍ତାହରେ ସ୍ୱାସ୍ଥ୍ୟ ଭଲ ରହିବ। ଦୂରଯାତ୍ରା ଶୁଭପ୍ରଦ ହେବ। ପ୍ରେମ ଜୀବନରେ ରୋମାଞ୍ଚ ବୃଦ୍ଧି ପାଇବ । ଏହି ସପ୍ତାହରେ ଅକସ୍ମାତ ଧନ ପ୍ରାପ୍ତି ନେଇ ଯୋଗ ରହିଛି । ଶିକ୍ଷାର୍ଥୀ ମାନେ ପରିଶ୍ରମ ମୁତାବକ ଫଳ ପାଇବେ ।
ସ୍ୱାସ୍ଥ୍ୟ ଭଲ ରହିବ। ଦୂରଯାତ୍ରା ଶୁଭପ୍ରଦ ହେବ। ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିବ। ସମସ୍ତ କାର୍ୟ୍ୟରେ କୃତକାର୍ୟ୍ୟ ହେବେ। କଳା ଓ ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ। ନିଜର ଅତିଥି ମାନଙ୍କ ସହିତ ମିଶିକି କିଛି ବିଶେଷ କରିବାକୁ ଯୋଜନା ବନାଇବେ । ଆପଣ ଆପଣଙ୍କର ଜୀବନ-ସାଥୀ ସହିତ କିଛି ବିଶେଷ କ୍ଷଣ ବିତାଇବେ । ନିଜ କଥାକୁ ଠିକ ପ୍ରମାଣିତ କରିବା ପାଇଁ ଆପଣ ଆପଣଙ୍କ ସହଭାଗୀଙ୍କ ସହିତ ଯୁକ୍ତି ତର୍କ ଅଥବା ଝଗଡ଼ା କରିପାରନ୍ତି । ଆପଣ ଅନୁଭବ କରିବେ କି ଆପଣଙ୍କ ସହଭାଗୀ ହିଁ ଆପଣଙ୍କୁ ନିତ୍ୟତା ଭଲ ପାନ୍ତି । କର୍ମକ୍ଷେତ୍ରରେ ଉପରିସ୍ଥ କର୍ମଚାରୀଙ୍କର ବିଶ୍ୱସ୍ଥ ଭାଜନ ହେବେ ।
ପ୍ରତିକାର – ମାଙ୍କଡକୁ ଗୁଡ ଖାଇବାକୁ ଦିଅନ୍ତୁ
ଶୁଭ ରଙ୍ଗ :ନାରଙ୍ଗୀ
ଶୁଭ ସଂଖ୍ୟା :୧