Advertisment

Weekly Horoscope: From 30th December 2024 To 5th January 2025: ଜାଣନ୍ତୁ କେମିତି କଟିବ ଏହି ସପ୍ତାହ; ଏହି ରାଶିର ବ୍ୟକ୍ତିଙ୍କର ଦୂରଯାତ୍ରା ଶୁଭପ୍ରଦ ହେବ

author-image
Pallipuspa Samal
Weekly Horoscope: From 30th December 2024 To 5th January 2025: ଜାଣନ୍ତୁ କେମିତି କଟିବ ଏହି ସପ୍ତାହ; ଏହି ରାଶିର ବ୍ୟକ୍ତିଙ୍କର ଦୂରଯାତ୍ରା ଶୁଭପ୍ରଦ ହେବ
ଏହି ସପ୍ତାହରେ ସ୍ୱାସ୍ଥ୍ୟ ଭଲ ରହିବ। ଦୂରଯାତ୍ରା ଶୁଭପ୍ରଦ ହେବ। ପ୍ରେମ ଜୀବନରେ ରୋମାଞ୍ଚ ବୃଦ୍ଧି ପାଇବ । ଏହି ସପ୍ତାହରେ ଅକସ୍ମାତ ଧନ ପ୍ରାପ୍ତି ନେଇ ଯୋଗ ରହିଛି । ଶିକ୍ଷାର୍ଥୀ ମାନେ ପରିଶ୍ରମ ମୁତାବକ ଫଳ ପାଇବେ ।