କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍ ହୋଇଯିବ ।
ବହୁ ଦିନର ଅପେକ୍ଷା ପରେ ଭଲ ସୁଯୋଗ ଆସିବ। ଅଫିସ୍ରେ ମନ ଚାହୁଁଥିବା କାମ ମିଳିପାରେ । ଚାକିରିଆଙ୍କ ଉନ୍ନତି ହେବ । ବନ୍ଧୁ ମାନଙ୍କ ସହିତ ବୁଲି ଯିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ। ଜମିଜମାକୁ ନେଇ ଶତ୍ରୁ ଉପୁଜିବେ। ସହ କର୍ମଚାରୀଙ୍କ ସହିତ ବଚସା ଲାଗିପାରେ। ଧର୍ମ ଭାବନାରୁ ମନ ଦୂରେଇ ରହିବ। ଶାରୀରିକ କଷ୍ଟ ଅନୁଭବ କରିବେ, ଅଧିକ ଖର୍ଚ୍ଚ କରିବାକୁ ପଡିପାରେ।
ପ୍ରତିକାର ପାଇଁ- “ଓଁ ଶ୍ରୀଂ ବତ୍ସଳାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।
ଶୁଭ ରଙ୍ଗ :ନୀଳ
ଶୁଭ ସଂଖ୍ୟା :୮
କାହାରିକୁ କୈାଣସି କଥା ବୁଝାଇବାରେ ଭୁଲ୍ ହୋଇଯିବ ।