କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍ ହୋଇଯିବ ।
କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍ ହୋଇଯିବ। ବେପାରକୁ ନେଇ ମନରେ ନୂଆ ବିଚାର ଆସିବ। ବାପା,ମାଙ୍କ ଆଶୀର୍ବାଦ ଲକ୍ଷ୍ୟସ୍ଥଳ ଯିବା ପାଇଁ ସାହାର୍ଯ୍ୟ କରିବ। ଅତ୍ୟଧିକ ପରିଶ୍ରମ ଦ୍ୱାରା ସଫଳତା ଲାଭ କରିବେ। ଉଚ୍ଚ ସ୍ତରର ମହିଳାଙ୍କ ସହ ସମ୍ପର୍କ ପାଇଁ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ହୋଇଯିବ। ପୁରାତନ ରୋଗର ଉପଶମ, ଦୁଃଖ କ୍ଲେଶର ଅବସାନ, ଧନ ପୁତ୍ରାଦି ଲାଭ, ସୁଖ ସମ୍ମାନ ପ୍ରାପ୍ତି ଯୋଗ ରହିଛି। ଚାକିରି କ୍ଷେତ୍ରରେ ସହଯୋଗ ମିଳିବ।
ପ୍ରତିକାର ପାଇଁ- “ଓଁ ଶ୍ରୀଂ ଦେବକୃଷ୍ଣାୟ ଉର୍ଦ୍ଧ୍ୱଷଂତାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ।
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩
କାହାରିକୁ କୈାଣସି କଥା ବୁଝାଇବାରେ ଭୁଲ୍ ହୋଇଯିବ ।