କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍ ହୋଇଯିବ ।
ନିଜର ବ୍ୟକ୍ତିତ୍ୱକୁ ବିକଶିତ କରିବା ପାଇଁ ଚେଷ୍ଟା କରିବେ । ଅନ୍ୟମାନଙ୍କ ଆଗରେ ନିଜ ମତ ରଖିବାରେ ସଫଳ ହେବେ । ଆପଣଙ୍କ ଜୀବନରେ ମହତ୍ୱପୂର୍ଣ୍ଣ ମୋଡ ଆଣିବ। ସାମାଜିକ ମାନସମ୍ମାନ ବାଧାପ୍ରାପ୍ତ ହେବ। ମହିଳାମାନେ ଅଶାନ୍ତିରେ ସମୟ ଅତିବାହିତ କରିବେ। ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି। ଅଫିସ୍ କାମରେ ନୂଆ ଜାଗାକୁ ଯିବାକୁ ପଡିବ। ଶିକ୍ଷାର୍ଥୀଙ୍କୁ କ୍ୟାରିୟର ସମ୍ବନ୍ଧରେ ଶୁଭ ସୁଚନା ମିଳିବ।
ପ୍ରତିକାର ପାଇଁ-“ ଓଁ କ୍ଲୀଂ କୃଷ୍ଣାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫
କାହାରିକୁ କୈାଣସି କଥା ବୁଝାଇବାରେ ଭୁଲ୍ ହୋଇଯିବ ।