କାହାରିକୁ କୌଣସି କଥା ବୁଝାଇବାରେ ଭୁଲ୍ ହୋଇଯିବ ।
ଆପଣଙ୍କୁ ବ୍ୟବସାୟରେ ପ୍ରଚୁର ଲାଭ ହେବ। ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ। ଘରୋଇ ଚାକିରିଆଙ୍କୁ ନୂଆ ପ୍ରକଳ୍ପ ମିଳିବ । ପାରିବାରିକ ମନୋମାଳିନ୍ୟ ଦେଖାଦେବ। ମହିଳାମାନେ ଧର୍ମପରାୟଣ ହେବେ। ଛାତ୍ରଛାତ୍ରୀମାନେ ବିଦ୍ୟାରେ ମନୋନିବେଶ କରି କୃତିତ୍ୱ ହାସଲ କରିବେ। ଅବିବାହିତଙ୍କୁ କୌଣସି ସମାରୋହରେ ଜୀବନସାଥି ମିଳିପାରେ।
ପ୍ରତିକାର ପାଇଁ-“ଓଁ ଗୋପାଳାୟ ଉତରଧ୍ୱଜାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।
ଶୁଭ ରଙ୍ଗ :ଧଳା
ଶୁଭ ସଂଖ୍ୟା :୬
କାହାରିକୁ କୈାଣସି କଥା ବୁଝାଇବାରେ ଭୁଲ୍ ହୋଇଯିବ ।