Advertisment

Weekly Horoscope: From 25th November To 1st December 2024: ଜାଣନ୍ତୁ କେମିତି କଟିବ ଏହି ସପ୍ତାହ; ଏହି ରାଶିର ବ୍ୟକ୍ତି ଯାନବାହାନ କ୍ରୟ କରିବାର ସୁବିଧା ପାଇବେ

author-image
Pallipuspa Samal
Weekly Horoscope: From 25th November To 1st December 2024: ଜାଣନ୍ତୁ କେମିତି କଟିବ ଏହି ସପ୍ତାହ; ଏହି ରାଶିର ବ୍ୟକ୍ତି ଯାନବାହାନ କ୍ରୟ କରିବାର ସୁବିଧା ପାଇବେ
ଏହି ସପ୍ତାହରେ ନୂତନ କର୍ମ ନିଯୁକ୍ତିର ସୁଯୋଗ ପାଇବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳ ହେବେ । ଜାଗା, ଜମି, ବାସଗୃହ ଓ ଯାନବାହାନ କ୍ରୟ କରିବାର ସୁବିଧା ପାଇବେ ।