• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Weekly Horoscope: From 19th August To 25th August 2024: ଜାଣନ୍ତୁ କେମିତି କଟିବ ଆପଣଙ୍କ ସପ୍ତାହ; କଣ କରିବେ ପ୍ରତିକାର...

Weekly Horoscope: କେମିତି କଟିବ ଆପଣଙ୍କ ଏହି ସପ୍ତାହ ? କଣ କରିବେ ପ୍ରତିକାର ? କଣ ରହିଛି ଶୁଭ ରଙ୍ଗ ? କଣ ରହିଛି ଶୁଭ ସଂଖ୍ୟା ? ଜାଣନ୍ତୁ...

Taurus

ବୃଷ

Monday 19 Aug 2024

କେତେକ ପରିମାଣରେ ସୁଫଳ ଅବଶ୍ୟ ବୃଦ୍ଧି ପାଇବ । ତଥାପି ଏହା ମୋଟାମୋଟି ଶୁଭ ହୋଇଥିବାରୁ ବୃଷ ରାଶି ଜାତ ବ୍ୟକ୍ତି ମାନେ କର୍ମକ୍ଷେତ୍ରରେ ସଫଳତା ପାଇବେ । ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଜମିଜମା ଓ ମାଲିମକଦ୍ଦମାରେ ଆଶାନୁରୂପ ଫଳ ପାଇବେ। ସନ୍ତାନହେତୁକ ଅପ୍ରୀତିକର ପରିସ୍ଥିତି ସୃଷ୍ଟିହୋଇପାରେ । ଆୟବୃଦ୍ଧି ହେବ । ବହୁ ପରିଶ୍ରମ ହେତୁ ବିଭିନ୍ନ କ୍ଷେତ୍ରରେ ଯଶବୃଦ୍ଧି , ପ୍ରମୋଶନ ବା ନୂତନ ପଦବୀ ଲାଭ ସ˚ପର୍କୀୟଙ୍କ ସାହାଯ୍ୟରେ ଆପଣଙ୍କ କାମ ପୂରା ହେବ।

ପ୍ରତିକାର- ଶୁକ୍ରଙ୍କର ଯନ୍ତ୍ରିକା ମହା କବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :