• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୬ ଫେବୃଆରୀରୁ ୧୨ ଫେବୃଆରୀ ୨୦୨୩: ଏହି ସପ୍ତାହରେ ଆପଣଙ୍କୁ ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ

ଏହି ସପ୍ତାହରେ ପାରିବାରିକ ଜୀବନ ଭୃତ୍ୟଲାଭ ଯୋଗ ରହିଛି । ନୂଆ ବ୍ୟବସାୟରେ ଅର୍ଥ ଖର୍ଚ୍ଚ ଦ୍ୱାରା ଅସୁବିଧାରେ ପଡି ପାରନ୍ତି । ଏହି ସପ୍ତାହରେ ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ ।

Capricorn

ମକର

Tuesday 07 Feb 2023

ଚାକିରିରେ ଦୂରସ୍ଥାନର ସୂଚନା ଅଛି । ପ୍ରେମ , ପ୍ରତାୟ କ୍ଷେତ୍ରରେ ଅସଫଳତା ଦେଖା ଦେଇପାରେ । ସହକର୍ମୀଙ୍କ ଠାରୁ ପର‌୍ୟ୍ୟାପ୍ତ ସହଯୋଗ ପାଇବେ । କର୍ତୁପକ୍ଷ ଆପଣଙ୍କ ଉପରେ ଖୁସି ରହିବେ । ବ୍ୟବସାୟରେ କଠିନ ପରିଶ୍ରମ କରି ଲାଭବାନ୍ ହୋଇ ପାରନ୍ତି । ପାରିବାରିକ ସହଯୋଗ ମିଳିବା ଦ୍ୱାରା ଧନ ଲାଭର ସୁଯୋଗ ଆସିବ । କ୍ରୋଧ ସମ୍ବରଣ ଦ୍ୱାରା ସୁଖି ହେବେ ।

ପ୍ରତିକାର- ପ୍ରତିଦିନ ସକାଳୁ କିଛି ଖାଦ୍ୟ କାଉ ମାନଙ୍କୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :