• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୬ ଫେବୃଆରୀରୁ ୧୨ ଫେବୃଆରୀ ୨୦୨୩: ଏହି ସପ୍ତାହରେ ଆପଣଙ୍କୁ ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ

ଏହି ସପ୍ତାହରେ ପାରିବାରିକ ଜୀବନ ଭୃତ୍ୟଲାଭ ଯୋଗ ରହିଛି । ନୂଆ ବ୍ୟବସାୟରେ ଅର୍ଥ ଖର୍ଚ୍ଚ ଦ୍ୱାରା ଅସୁବିଧାରେ ପଡି ପାରନ୍ତି । ଏହି ସପ୍ତାହରେ ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ ।

Sagittarius

ଧନୁ

Tuesday 07 Feb 2023

ରୋଜଗାରରେ ନୂତନ ସୁଯୋଗ ସୃଷ୍ଟି ହେବ । ପୂର୍ବରୁ କରିଥିବା ଋଣ ପରିଶୋଧ କରିବେ । ଲେଖାପଢାରେ ସାଥିଙ୍କ ସାହାର‌୍ୟ୍ୟ ସହଯୋଗ ମିଳିବ । କୋର୍ଟକଚେରୀ ମାମଲାରେ ଫସି ଯାଇ ପାରନ୍ତି । ଚାକିରିରେ ସୁପାରିଶ୍ ମିଳିବ । ସରକାରି ସହୟତା ପାଇବେ ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ । ପାରିବାରିକ ଜୀବନ ପ୍ରିତିହାନି ଯୋଗ ।

ପ୍ରତିକାର- ଶ୍ରୀ ହରିଙ୍କର ପୂଜାର୍ଚ୍ଚନା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :