• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୬ ଫେବୃଆରୀରୁ ୧୨ ଫେବୃଆରୀ ୨୦୨୩: ଏହି ସପ୍ତାହରେ ଆପଣଙ୍କୁ ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ

ଏହି ସପ୍ତାହରେ ପାରିବାରିକ ଜୀବନ ଭୃତ୍ୟଲାଭ ଯୋଗ ରହିଛି । ନୂଆ ବ୍ୟବସାୟରେ ଅର୍ଥ ଖର୍ଚ୍ଚ ଦ୍ୱାରା ଅସୁବିଧାରେ ପଡି ପାରନ୍ତି । ଏହି ସପ୍ତାହରେ ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ ।

Scorpio

ବିଛା

Tuesday 07 Feb 2023

ପଭାବଶାଳୀ ବ୍ୟକ୍ତିଙ୍କ ସହ ଯୋଗରେ ଇଚ୍ଚିତ ଅଭିଳାଷ ପୂରଣ ହେବ । ବ୍ୟବସାୟରେ ଉନ୍ନତି କରିବେ । କାର‌୍ୟ୍ୟ କ୍ଷେତ୍ର ବିଳମ୍ବରେ ସଫଳ ହେବ । ଶତୃ ମାନଙ୍କର ଷଡଯନ୍ତ୍ରର ଶିକାର ହୋଇ ବିଭିନ୍ନ ଅସୁବିଧାରେ ପଡି ପାରନ୍ତି । ପାରିବାରିକ ଜୀବନରେ ଖୁସି ଫେରି ଆସିବ । କୈାଣସି କାର‌୍ୟ୍ୟରେ ହଠାତ୍ ବାଧା ସୃଷ୍ଟି ହୋଇପାରେ ।

ପ୍ରତିକାର – ନୃସିଂହଙ୍କ ପୂଜା ସହିତ ମନ୍ତ୍ର ଜପ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :