ଏହି ସପ୍ତାହରେ ପାରିବାରିକ ଜୀବନ ଭୃତ୍ୟଲାଭ ଯୋଗ ରହିଛି । ନୂଆ ବ୍ୟବସାୟରେ ଅର୍ଥ ଖର୍ଚ୍ଚ ଦ୍ୱାରା ଅସୁବିଧାରେ ପଡି ପାରନ୍ତି । ଏହି ସପ୍ତାହରେ ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ ।
ମାନସିକ ପ୍ରଫୁଲତା ଓ ବିଳାସବ୍ୟସନରେ ରହିବେ । ବିଦେଶା ଗ୍ରସ୍ତ ହୋଇ ପାରନ୍ତି । ପରିବାରରେ ସୁଖଶାନ୍ତି ମିଳିବ । ଆଗରୁ ଭୋଗୁଥିବା ସା୍ୱସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ପାଇବେ । ପଡୋଶୀ ମାନେ ଅସହିଷ୍ଣୁତା ପ୍ରକାଶ କରିବେ । କର୍ମ କ୍ଷେତ୍ରରେ ଅନର୍ଥ ସୃଷ୍ଠି ହେବ । ବନ୍ଧୁ ମିଳନ ଯୋଗ ରହିଛି । ବିଦ୍ୟାର୍ଥି ମାନେ ଉତମ ଫଳ ପାଇବେ ।
ପ୍ରତିକାର- କୈାଣସି ଧର୍ମାନୁଷ୍ଠାନରେ ନିଜର ସାଧ୍ୟ ମତେ କିଛି ସାହାର୍ୟ୍ୟ , ସହଯୋଗ କରନ୍ତୁ
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫