ଏହି ସପ୍ତାହରେ ପାରିବାରିକ ଜୀବନ ଭୃତ୍ୟଲାଭ ଯୋଗ ରହିଛି । ନୂଆ ବ୍ୟବସାୟରେ ଅର୍ଥ ଖର୍ଚ୍ଚ ଦ୍ୱାରା ଅସୁବିଧାରେ ପଡି ପାରନ୍ତି । ଏହି ସପ୍ତାହରେ ଚାକିରି କ୍ଷେତ୍ରରେ ବଦଳିର ସୂଚନା ମିଳିବ ।
ପାରିବାରିକ ଜୀବନରେ ପ୍ରେରଣା ମିଳିବ । ରାଜନୈତିକ ସହଯୋଗ ପ୍ରାପ୍ତ ହେବ । ଚାକରିରେ କ୍ଷେତ୍ରରେ ଅସୁବିଧା ଦେଖା ଦେଇପାରେ । ଶାରୀରିକ ପିଡା ଓ ମାନସିକ ଅଶାନ୍ତି ଦେଖାଦେବ । ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ଅଧିକ ସମୟ କଟାଇବେ । କ୍ଷମତା ଶାଳୀ ହେବାର ସୁଯୋଗ ଆସିପାରେ । ମହିଳା ମାନେ ବିଭିନ୍ନ ପ୍ରକାରର ଲାଭର ସୈାଭାଗ୍ୟ ଲାଭ କରିବେ ।
ପ୍ରତିକାର- ଗୋଟାମୁଗ କୈାଣସି ଗ୍ରହବିପ୍ରଙ୍କୁ ଦାନ କରନ୍ତୁ ।
ଶୁଭ ରଙ୍ଗ :ସବୁଜ
ଶୁଭ ସଂଖ୍ୟା :୫