• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୨୦ ଫେବୃଆରୀରୁ ୨୬ ଫେବୃଆରୀ ୨୦୨୩: ଏହି ସପ୍ତାହରେ ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ

ଏହି ସପ୍ତାହରେ କଳା, ଚଳଚିତ୍ର କ୍ଷେତ୍ରରେ ଆଗେଇବେ । ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ଏହି ସପ୍ତାହରେ ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ଆସିବ ।

Virgo

କନ୍ୟା

Monday 20 Feb 2023

ବ୍ୟବସାୟରେ ପରିବାରର ସହଯୋଗ ପାଇବେ । ପ୍ରଶାସନିକ କାମ ଧୈର‌୍ୟ୍ୟର ସହ କରନ୍ତୁ । ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ । ଜୀବନସାଥୀର ସମର୍ଥନ ଓ ପ୍ରେମ ପାଇବେ । ପୂର୍ବ କମ୍ପାନୀର ଅନୁଭବ ଆପଣଙ୍କ କାମରେ ସହାୟ ହେବ । ଧର୍ମକାର‌୍ୟ୍ୟରେ ଖର୍ଚ୍ଚ କରିପାରନ୍ତି । କାରବାର ଓ କାର‌୍ୟ୍ୟ ସ୍ଥିତିରେ ସୁଧାର ଆସିବାରୁ ମନ ବହୁତ ଖୁସି ରହିବ । ରାଜନୀତି କ୍ଷେତ୍ରରେ ଶତୃ ଓ ବିରୋଧୀମାନେ ଆପଣଙ୍କ ସାମ୍ମାନା କରିପାରିବେ ନାହିଁ

ପ୍ରତିକାର - “ଓଁ ନମୋ ପ୍ରୀଂ ପୀତାମ୍ବରାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ ।

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :