ଏହି ସପ୍ତାହରେ କଳା, ଚଳଚିତ୍ର କ୍ଷେତ୍ରରେ ଆଗେଇବେ । ସ୍ୱାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇ ପାରେ । ଏହି ସପ୍ତାହରେ ଜୀବନସାଥୀଙ୍କ ସହ ସମ୍ବନ୍ଧରେ ମଧୁରତା ଆସିବ ।
ଶରୀର ଉପରେ ଧ୍ୟାନ ଦିଅନ୍ତୁ ନଚେତ୍ ଶରୀର ଅସୁସ୍ଥ ହେବାର ସମ୍ଭାବନା ଅଛି । ଆର୍ଥିକ କ୍ଷେତ୍ରରେ ପରିବର୍ତନ ହୋଇ ପରିବାରରେ ଶାନ୍ତି ଦେଖାଦେବ । ଧାତୁ ପଦାର୍ଥ ବିକ୍ରୟ କରୁଥିବା ବ୍ୟବସାୟୀ ମାନେ ଲାଭବାନ୍ ହେବେ । କ୍ୟାରିୟର ଓ ଶିକ୍ଷାକ୍ଷେତ୍ରରେ ପ୍ରତ୍ୟେକ କାର୍ୟ୍ୟକୁ ବଡ ମାନଙ୍କୁ ବୁଝିବିଚାରି କଲେ ଠିକ୍ ହେବ । ସରକାରୀ ସାହାର୍ୟ୍ୟ ସହଯୋଗ ହାତଛଡା ହେବାର ନାହିଁ । ରାଜନୀତି କ୍ଷେତ୍ରରେ ଆଶା କରୁଥିବା ଖବର ପାଇ ଖୁସୀ ହୋଇଯିବେ
ପ୍ରତିକାର - “ଓଁ କ୍ଳୀଂ ଉଦ୍ଧୃତାୟ ଉଦ୍ଧାରିଣ ନମଃ”ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ
ଶୁଭ ରଙ୍ଗ :ହଳଦିଆ
ଶୁଭ ସଂଖ୍ୟା :୩