• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୩ ଏପ୍ରିଲରୁ ୯ ଏପ୍ରିଲ ୨୦୨୩: ଏହି ସପ୍ତାହରେ ପୂର୍ବରୁ କରିଥିବା କରୋଜ ପରିଶୋଧ କରିବେ

ଏହି ସପ୍ତାହରେ ପୂର୍ବରୁ କରିଥିବା କରୋଜ ପରିଶୋଧ କରିବେ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ । ଏହି ସପ୍ତାହରେ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ ।

Libra

ତୁଳା

Monday 03 Apr 2023

ପରିବାର ଲୋକଙ୍କ ଦରକାରକୁ ଗୁରୁତ୍ୱ ଦିଅନ୍ତୁ , ତାଙ୍କର ସୁଖ-ଦୁଃଖର ଭାଗିଦାର ହୁଅନ୍ତୁ ଜ୍ଝା କାମ ଅଟକି ଥିବା ସତ୍ୱେ ପ୍ରେମ ଓ ବାହାରକୁ ଯାଇକି ବୁଲା ବୁଲି କରିବାର ବିଚାର ଆପଣଙ୍କ ମନରେ ଆସିବ । ଆପଣଙ୍କ ଆତ୍ମବିଶ୍ଵାସରେ ବୃଦ୍ଧି ହେବ । ଯାତ୍ରା ଓ ଶିକ୍ଷାଠୁ ଜଡିତ କାର‌୍ୟ୍ୟ ଆପଣଙ୍କ ସଚେତନତାରେ ବୃଦ୍ଧି ଆଣିବ । ଆପଣଙ୍କ ଘରର ସଦସ୍ୟମାନେ ଆପଣଙ୍କୁ ବାରମ୍ବାର ଅବରୋଧ କରିବେ

ପ୍ରତିକାର- ଶ୍ରୀ କମଳାଙ୍କର ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :