• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୩ ଏପ୍ରିଲରୁ ୯ ଏପ୍ରିଲ ୨୦୨୩: ଏହି ସପ୍ତାହରେ ପୂର୍ବରୁ କରିଥିବା କରୋଜ ପରିଶୋଧ କରିବେ

ଏହି ସପ୍ତାହରେ ପୂର୍ବରୁ କରିଥିବା କରୋଜ ପରିଶୋଧ କରିବେ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ । ଏହି ସପ୍ତାହରେ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିବେ ।

Leo

ସିଂହ

Monday 03 Apr 2023

ନିଜର ଜୀବନ ସାଥୀଙ୍କୁ ସମ୍ମାନ କରନ୍ତୁ । ଆଜି ଘରର କୌଣସି ଇଲେକ୍ଟ୍ରୋନିକ ଉପକରଣର ଖରାପ ହୋଇଯିବ ହେତୁ ବହୁତ ପଇସା ଖର୍ଚ୍ଚ ହୋଇପାରେ । ସନ୍ଧ୍ୟାରେ ରୋଷେଇ ଜିନିଷର କିଣା କିଣି କାରଣରୁ ଆପଣ ବ୍ୟସ୍ତ ରହିବେ । ଆପଣ ଆଜି ନିଜ ପ୍ରିୟାକୁ ମନର କଥା ପ୍ରକାଶ କରିବେ । ଆପଣ କିଛି ଉତ୍ତମ କାର‌୍ୟ୍ୟ କରି ପାରନ୍ତି । ଯେଉଁମାନେ ବିଗତ କିଛି ଦିନ ହେବ ବହୁତ କାର‌୍ୟ୍ୟ ବ୍ୟସ୍ତ ଥିଲେ ସେମାନଙ୍କୁ ଆଜି ନିଜ ପାଇଁ ସମୟ ନିଶ୍ଚୟ ମିଳିବ

ପ୍ରତିକାର- ଶ୍ରୀ ମାତଙ୍ଗି ଯନ୍ତ୍ରିକା ମହାକବଚ ଧାରଣ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :