• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ସେପ୍ଟେମ୍ବର ୧୯ ରୁ ୨୫ ସେପ୍ଟେମ୍ବର ୨୦୨୨, ଜାଣନ୍ତୁ କିପରି କଟିବ ଏହି ସପ୍ତାହ

ଅପ୍ରତ୍ୟାଶିତ ସମ୍ପତି ପ୍ରାପ୍ତିର ଯୋଗ ରହିଛି । ଧର୍ମ ମନୋଭାବ ଦ୍ୱାରା ପରିଜନ ମାନଙ୍କଠାରେ ପ୍ରିୟଭାଜନ ହେବେ ।

Aries

ମେଷ

Sunday 18 Sep 2022

ଚାକିରିରେ କୌଶଳ କ୍ରମେ ନିଜର ସ୍ଥିତି ସୁଦୃଢ କରିବେ। ସାମାଜିନ ଶାନ୍ତି ବୃଦ୍ଧି ପାଇବ। ନୂତନ ସ୍ଥାନ ଭ୍ରମଣର ସୁଯୋଗ ଆସିପାରେ। ରାଜନୀତିରେ ସହକର୍ମୀମାନେ ବିଶ୍ୱାସ ଭାଜନ ହେବେ। ରକ୍ତପାତର ସମ୍ଭାବନା ପାଇଁ ସତର୍କ ରୁହନ୍ତୁ। ଆବଶ୍ୟକୀୟ ଜିନିଷ ପାଇଁ ଅତ୍ୟଧିକ ବ୍ୟୟ କରିବାକୁ ପଡିପାରେ । ଶତ୍ରୁମାନେ ବ୍ୟତିବ୍ୟସ୍ତ କରି ପକାଇବେ । ପାରିବାରିକ ଜୀବନରେ ସନ୍ତାନ ସନ୍ତତିମାନଙ୍କ ପାଇଁ ଲାଭର ସୂଚନା ମିଳିବ।ବ୍ୟବସାୟରେ ସାମାନ୍ୟ ଲାଭ ହେବ। ମହିଳାମାନେ ଚିନ୍ତାଗ୍ରସ୍ତ ଥିଲେ ମଧ୍ୟ ସହନଶୀଳତା ଭାବ ଜାଗ୍ରତ କରିବେ। ବିଦ୍ୟାର୍ଥୀ ମାନେ ସଫଳତା ହାସଲ କରିବେ ।
ପ୍ରତିକାର ପାଇଁ – ପ୍ରତିଦିନ ଲାଲ୍ ରଙ୍ଗର ପୋଷାକ ପରିଧାନ କରନ୍ତୁ

 

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :