• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th August 2023: ଏହି ରାଶିର ବ୍ୟକ୍ତିଙ୍କର ପ୍ରେମ ସଂପର୍କ ମଜବୁତ୍ ହେବ..

ସୌର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ବୁଧବାର ଚନ୍ଦ୍ର – ମେଷ ଅହୋରାତ୍ର, ତିଥି - ୯ମୀ ରାତ୍ରି ୦୪.୧୧ ଗତେ ୧୦ମୀ, ଘାତ ଚନ୍ଦ୍ର – ମେଷ ପ୍ରାତଃ ୦୭.୪୩ ଗତେ ବିଛ, ଘାତବାର – କର୍କଟ, ପୁଷ୍କର ଦୋଷ – ୧ ପାଦ-କୁଟୁମ୍ବହାନି-ତିଳକାଞନ ଦାନ ରାତ୍ରି ୦୨.୨୯ ପର୍ଯ୍ୟନ୍ତ

Aries

ମେଷ

Wednesday 09 Aug 2023

ଅଶ୍ୱନୀ- ପ୍ରତ୍ୟେକ କାମରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ । ଇଚ୍ଛା ନଥିଲେ ମଧ୍ୟ ଦୂର ସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ । ସହକର୍ମୀମାନଙ୍କ ସାହାଯ୍ୟରେ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ

ଦ୍ୱିଜା- ମାନସିକ ଅସ୍ଥିରତା ରହିଥିଲେ ମଧ୍ୟ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ । ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଉଚ୍ଚଶିକ୍ଷା ପ୍ରତିଷ୍ଠା ପଥରେ ଆସୁଥିବା ପ୍ରତିବନ୍ଧକ ଗୁଡିକ ହଟିଯିବ ।

କୃତିକା- ଯେଉଁ ଜିନିଷଟିକୁ ପାଇବାକୁ ଅପେକ୍ଷା କରିଛନ୍ତି, ତାହା ସାମାନ୍ୟ ବିଳମ୍ବରେ ପାଇବେ । କଳା, ସଙ୍ଗୀତ ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ। ଗଡ଼ି ଆସୁଥିବା ମୋକଦ୍ଦମାର ବିଚାର ହୋଇପାରେ

ପ୍ରତିକାର - ମଙ୍ଗଳଙ୍କର ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :