• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 21st August 2023: ଏହି ରାଶିର ବ୍ୟକ୍ତିଙ୍କର ଧନଲାଭର ଯୋଗ ରହିଛି..

ସୌର ସିଂହମାସ ଶ୍ରାବଣ (ଶୁଦ୍ଧ) ଶୁକ୍ଲ ପକ୍ଷ । ଇଂରାଜୀରେ ୨୧ ତାରିଖ ସୋମବାର । ଚନ୍ଦ୍ର – କନ୍ୟା ସନ୍ଧ୍ୟା ୦୫.୩୦ ଗତେ ତୁଳା । ତିଥି – ୫ମୀ ରାତ୍ରି ୦୨.୦୦ ଗତେ ୬ଷ୍ଠୀ । ଘାତ ଚନ୍ଦ୍ର – ବୃଷ ରାଶିର ସନ୍ଧ୍ୟା ୦୫.୩୦ । ଘାତ ବାର – ମିଥୁନ । ପୁଷ୍କର ଦୋଷ – ନାସ୍ତି ।

Aries

ମେଷ

Monday 21 Aug 2023

ଅଶ୍ୱନୀ- ବ୍ୟବସାୟରେ ଧନଲାଭର ଯୋଗ ରହିଛି । ପାରିବାରିକ ଶାନ୍ତି ଅନୁଭବ କରିବେ । ଶାରିରୀକ ପୀଡା ଅପେକ୍ଷା କୃତ କମ ରହିବ ।

ଦ୍ୱିଜା- ଚାକିରୀରେ ସମସ୍ୟା ଦେଖାଦେବା ସହ ସ୍ଥାନାନ୍ତରଣର ଯୋଗ ରହିଛି । ଶିକ୍ଷାର୍ଥୀ ମାନେ ଶିକ୍ଷାପ୍ରତି ଯତ୍ନଶୀଳ ରହିଲେ ସଫଳତା ପ୍ରାପ୍ତ କରିବେ । ରାଜନିତିରେ ଦଳୀୟ ବିବାଦ ଉପୁଜିପାରେ ।

କୃତିକା- ଯାନବାହାନରେ ସତର୍କତା ଅବଲମ୍ବନ କରିବା ଭଲ । ମୋହରେ ପଡି କ୍ଷତିଗ୍ରସ୍ତ ହୋଇପାରନ୍ତି । ନୂତନ ଭୂମି ଚୟନ କରିବେ।

ପ୍ରତିକାର – କୌଣସି ଅସାହ୍ୟ ଲୋକଙ୍କୁ କିଛି ସାହାଯ୍ୟ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :