Daily Horoscope 5th October 2023: ଏହି ରାଶିର ବ୍ୟକ୍ତି ସାବଧାନ୍, ନିଜ ଲୋକ ହଇରାଣରେ ପକାଇବେ
/odishatv-khabar/media/media_files/uploadimage/library/16_9/16_9_0/IMAGE_1695696386-232034.jpg)
ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ଗୁରୁବାର । ଚନ୍ଦ୍ର –ବୃଷ ପ୍ରାତଃ ୦୬.୫୯ ଗତେ ମିଥୁନ । ତିଥି- ୭ ମୀ ଅହୋରାତ୍ର । ଘାତ ଚନ୍ଦ୍ର- ବିଛା ରାଶିର, ପ୍ରାତଃ ୦୬.୫୯ ଗତେ କନ୍ୟା । ଘାତ ବାର- ତୁଳା ଓ କୁମ୍ଭ । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
