• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th September 2023: ଏହି ରାଶିର ବ୍ୟକ୍ତି‌‌ ସତର୍କ ରୁହନ୍ତୁ, ପଡ଼ିପାରନ୍ତି ଅସୁବିଧାରେ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ଶନିବାର । ଚନ୍ଦ୍ର-ମିଥୁନ ଅହରାତ୍ର । ତିଥି-୧୦ମୀ ସନ୍ଧ୍ୟା ୦୭.୧୮ ଗତେ ୧୧ଶୀ । ଘାତ ଚନ୍ଦ୍ର-କନ୍ୟା ରାଶିର ଅହରାତ୍ର । ଘାତ ବାର-ବୃଷ, ସିଂହ ଓ କନ୍ୟା ।

Sagittarius

ଧନୁ

Saturday 09 Sep 2023

ମୂଳା-  ପ୍ରେମିକା , ପ୍ରେମିକ ଦର୍ଶନୀୟ ସାନକୁ ବୁଲି ଯିବେ । ଅଫିସ୍ରେ ଆପଣଙ୍କର କାମରେ ପ୍ରଂଶସା ହେବ । ବ୍ୟବସାୟରେ ବୁଝିବିଚାରି ଭାଗିଦାରି କରନ୍ତୁ । ମାନସିକ ସ୍ତରରେ ଉନ୍ନତି ଆସିବ । 

ପୂ, ଷାଢା- ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ମାନେ ଉଚ୍ଚଶିକ୍ଷା ପାଇଁ ଆଗ୍ରହି  ହୋଇପାରନ୍ତି । କ୍ରୀଡାକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇବେ ।

ଉ,  ଷାଢା-  ମହିଳାଙ୍କ ଭାଗ୍ୟ ଉଦ୍ୟୟ ହୋଇପାରେ । ଜମି କିଣିବା ଲାଗି ସୁନ୍ଦର ଯୋଗ ଅଛି । ସକାରତ୍ମକ ଭାବନା ଆଗକୁ ବଢିବାରେ ସହାୟକ ହେବ ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର- ହନୁମାନଙ୍କ ପାଖରେ ବୁନ୍ଦିଲଡୁ ଭୋଗ ଲଗାନ୍ତୁ ।