• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th September 2023: ଏହି ରାଶିର ବ୍ୟକ୍ତି‌‌ ସତର୍କ ରୁହନ୍ତୁ, ପଡ଼ିପାରନ୍ତି ଅସୁବିଧାରେ...

ସୌର ସିଂହ ମାସ ଭାଦ୍ରବ କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ଶନିବାର । ଚନ୍ଦ୍ର-ମିଥୁନ ଅହରାତ୍ର । ତିଥି-୧୦ମୀ ସନ୍ଧ୍ୟା ୦୭.୧୮ ଗତେ ୧୧ଶୀ । ଘାତ ଚନ୍ଦ୍ର-କନ୍ୟା ରାଶିର ଅହରାତ୍ର । ଘାତ ବାର-ବୃଷ, ସିଂହ ଓ କନ୍ୟା ।

Pisces

ମୀନ

Saturday 09 Sep 2023

ପୂ, ଭାଦ୍ରପଦ- ଭାଗ୍ୟ ଉଦ୍ୟୋଗି ହେବା ସହିତ, ବ୍ୟବସାୟ- ବାଣିଜ୍ୟରେ ଲାଭ ମିଳିବ । ପରିବାରରେ ସୁଖ - ପ୍ରୀତି ବୃଦ୍ଧି ପାଇବ । ଅଫିସରେ କରିଥିବା କାମର ଶ୍ରେୟ କାହାରିକୁ ଦିଅନ୍ତୁ ନାହିଁ ।  ଧର୍ମ ଭାବନାରୁ ମନ ଦୂରେଇବେ ।

ଉ, ଭାଦ୍ରପଦ- ପଢାପଢିରେ ସର୍ମ୍ପୂର୍ଣ୍ଣ ଅବହେଳା  କରିବେ । ଉପରିସ୍ଥ କର୍ମଚାରିଙ୍କ ନେତୃତରେ କାର‌୍ୟ୍ୟ ସମ୍ପାଦନା କରିବେ । ବନ୍ଧୁ ମିଳନ ହୋଇପାରେ । ଆର୍ଥିକ ଲାଭ ସହିତ ସମ୍ପତି ବୃଦ୍ଧି ହେବ ।

ରେବତୀ- ଘରକୁ ଜିନିଷ କିଣି  ଅଧିକ ପଇସା ଖର୍ଚ୍ଚ କରିପାରନ୍ତି । ଜୀବନରେ ନୂଆ ସଂକେତ ମିଳିପାରେ । ଗଣ ମାଧ୍ୟମରେ କର୍ମଚାରୀଙ୍କ ଲାଗି ଦିନଟି ଭଲ ରହିବ ।

ଶୁଭ ରଙ୍ଗ- ହଳଦିଆ ଏବଂ ଶୁଭ ସଂଖ୍ୟା- ୩

ପ୍ରତିକାର- ବୃହସ୍ପତିଙ୍କ ଗାୟତ୍ରି ମନ୍ତ୍ରକୁ ପାଠ କରନ୍ତୁ ।