Daily Horoscope 9th Nov 2023: ଦୀର୍ଘ ଦିନର ଅପେକ୍ଷା ପରେ ଭଲ ସୁଯୋଗ ମିଳିପାରେ, ଧନ ଲାଭର ଯୋଗ ରହିଛି...
/odishatv-khabar/media/media_files/uploadimage/library/16_9/16_9_0/IMAGE_1699502126-290428.jpg)
ସୌର ତୁଳା ମାସ କାର୍ତ୍ତିିକ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ, ଗୁରୁବାର । ଚନ୍ଦ୍ର- କନ୍ୟା ଅହୋରାତ୍ର ତିଥି- ୧୧ଶୀ ଦିବା ୧୦.୪୨ ଗତେ ୧୨ଶୀ ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର ଘାତବାର- ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ଦିବା ୧୦.୪୨ ଗତେ ୨ ପାଦ- ପଶୁ ଓ ବଂଶ ହାନି - ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୯.୫୬ ଗତେ ୧ ପାଦ- ପଶୁସମ୍ପଦ ନାଶ-ଅନ୍ନ ଦାନ