Advertisment

Daily Horoscope 9th Jan 2024: ଏହି ରାଶିର ବ୍ୟକ୍ତିଙ୍କ ପ୍ରେମ ଜୀବନ ମଧୁର ମୟ ରହିବ

author-image
Tanmay Kumar Mahalik
Daily Horoscope 9th Jan 2024: ଏହି ରାଶିର ବ୍ୟକ୍ତିଙ୍କ ପ୍ରେମ ଜୀବନ ମଧୁର ମୟ ରହିବ
ସୌର ଧନୁମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ତାରିଖ ୦୯ ମଙ୍ଗଳବାର । ଚନ୍ଦ୍ର- ବିଛା ରାତ୍ରି ୦୯.୧୦ ଗତେ ଧନୁ । ତିଥି- ୧୩ଶୀ ରାତ୍ରି ୧୦.୨୫ ଗତେ ୧୪ଶୀ । ଘାତଚନ୍ଦ୍ର- ରାତ୍ରି ୦୯.୧୦ ଗତେ ତୁଳା ଓ କୁମ୍ଭ ରାଶିର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନୀ ଭୂମିଦାନ ।