Daily Horoscope 9th February 2023: ଆଜି ଏହି ରାଶିର ବ୍ୟକ୍ତିଙ୍କର ନୂତନ ଜମି କ୍ରୟ କରିବାର ଯୋଗ ରହିଛି
/odishatv-khabar/media/media_files/uploadimage/library/16_9/16_9_0/IMAGE_1675907757-288996.jpg)
ସୈାର ମକର ମାସ ଫାଲ୍ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଗୁରୁବାର । ଚନ୍ଦ୍ର – କନ୍ୟା ଅହୋରାତ୍ର । ତିଥି – ୩ୟା ପ୍ରାତଃ ୦୬.୨୩ ଗତେ ୪ର୍ଥୀ
ଘାତ ଚନ୍ଦ୍ର – ବୃଷ ଅହୋରାତ୍ର,ଘାତ ବାର- ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ୧ ପାଦ- କୁଟୁମ୍ଭହାନି- ତିଳକାଞନ ଦାନ ରାତ୍ରି ୧୦.୨୬ ପର୍ଯ୍ୟନ୍ତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
