• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th Feb 2024: ଏହି ରାଶିର ବ୍ୟକ୍ତି ବ୍ୟବସାୟରେ ଅନେକ ସଫଳତା ପାଇବେ...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ୧୪ଶୀ ଦିବା ୦୮.୦୨ ଗତେ। ଅମାବାସ୍ୟା (କ୍ଷୟ) ରାତ୍ରି ୦୪.୨୯ ଗତେ ପ୍ରତିପଦ।

Sagittarius

ଧନୁ

Friday 09 Feb 2024

ମୂଳା- କର୍ମକ୍ଷେତ୍ରରେ ଅଗ୍ରଗତି ବେଶ୍ ଦ୍ରୁତ ହେବ। କଠିନ ପରିଶ୍ରମ କରି ବ୍ୟବସାୟକୁ ଲାଭବାନ୍ କରାଇବେ । ଭୁଲ୍ ବୁଝାମଣାରୁ ଦାମ୍ପତ୍ୟ ଜୀବନରେ ସାମାନ୍ୟ ତିକ୍ତତା ଦେଖାଦେଇପାରେ।

ପୂ,ଷାଢା- ଅଟକି ରହିଥିବା କାମ ସୁବିଧାରେ ହୋଇଯିବ । ଖଳ ଲୋକମାନଙ୍କ ଦ୍ୱାରା କୌଣସି ମିଥ୍ୟା ଗୁଜବ ମନକୁ କଷ୍ଟଦେବ । ପିଲାଙ୍କ ବିଶୃଙ୍ଖଳିତ ଆଚରଣରୁ ବିରକ୍ତ ହେବେ।

ଉ,ଷାଢା- ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ତର୍କର ସମ୍ଭାବନା ରହିଛି। ଶତୃମାନେ ପରାଜିତ ହେବେ । କୌଣସି ରୋଚକ ବା ଜ୍ଞାନବର୍ଦ୍ଧକ ସାହିତ୍ୟ ପ୍ରତି ମନ ବଳାଇବେ ।

ପ୍ରତିକାର – ହଳଦିଆ ତିଲକ କରି ମୁଣ୍ଡରେ ଲଗାନ୍ତୁ ।

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :