• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th Feb 2024: ଏହି ରାଶିର ବ୍ୟକ୍ତି ବ୍ୟବସାୟରେ ଅନେକ ସଫଳତା ପାଇବେ...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ୧୪ଶୀ ଦିବା ୦୮.୦୨ ଗତେ। ଅମାବାସ୍ୟା (କ୍ଷୟ) ରାତ୍ରି ୦୪.୨୯ ଗତେ ପ୍ରତିପଦ।

Libra

ତୁଳା

Friday 09 Feb 2024

ଚିତ୍ରା- ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କ ନିଷ୍ପତ୍ତିକୁ ଅନ୍ୟମାନେ ସ୍ୱାଗତ କରିବେ। ସାମାନ୍ୟ ପ୍ରତିବନ୍ଧକ ଦେଖାଦେଲେ ମଧ୍ୟ କର୍ମକ୍ଷେତ୍ରରେ ନିଶ୍ଚିତ ଉପକୃତ ହେବେ। ଜୀବନ ଶୈଳୀରେ ସାବଧାନତା ରହିଲେ ସବୁ ପୁରୁଣା ରୋଗରୁ ମୁକ୍ତି ମିଳିବ ।

ସ୍ୱାତୀ- ନିଜର ଅନ୍ୟମନସ୍କତା ପାଇଁ କର୍ମ କ୍ଷେତ୍ରରେ କୌଣସି ଭୁଲ୍ କାର୍ଯ୍ୟ କରିପାରନ୍ତି । ଶିକ୍ଷାର୍ଥୀମାନେ ଉଚ୍ଚ ଫଳ ପ୍ରାପ୍ତ କରିବେ । ବନ୍ଧୁଙ୍କ ପ୍ରାୟୋଜିତ କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବେ।

ବିଶାଖା- ମାଲି ମକଦ୍ଦମା, ସଭା ସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ। ନୂତନ ସ୍ଥାନ ପରିଭ୍ରମଣର ସୁଯୋଗ ଜୁଟିବ। ଦୂର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ ।

ପ୍ରତିକାର – ଗରିବ ଲୋକଙ୍କୁ ଦାନ କରନ୍ତୁ ।

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :