• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 9th Feb 2024: ଏହି ରାଶିର ବ୍ୟକ୍ତି ବ୍ୟବସାୟରେ ଅନେକ ସଫଳତା ପାଇବେ...

ସୌର ମକର ମାସ ମାଘ କୃଷ୍ଣପକ୍ଷ । ଇଂରାଜୀରେ ୦୯ ତାରିଖ ଶୁକ୍ରବାର। ଚନ୍ଦ୍ର- ମକର ଅହୋରାତ୍ର। ତିଥି- ୧୪ଶୀ ଦିବା ୦୮.୦୨ ଗତେ। ଅମାବାସ୍ୟା (କ୍ଷୟ) ରାତ୍ରି ୦୪.୨୯ ଗତେ ପ୍ରତିପଦ।

Aquarius

କୁମ୍ଭ

Friday 09 Feb 2024

ଧନିଷ୍ଠା- ପରିବାରରେ ଭୁଲ୍ ବୁଝାମଣା ହେତୁ ସମସ୍ୟାକୁ ସୁଧାରି ନେବେ। ଈର୍ଷାପରାୟଣ ବ୍ୟକ୍ତିମାନେ ଆପଣଙ୍କ ପ୍ରଶଂସାକୁ ସହି ନ ପାରି ବିବାଦୀୟ ମନ୍ତବ୍ୟ ଦେବେ । ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟର ମନ ବୁଝିଲା ଭଳି କଥା କହି କାମ ହାସଲ କରିବେ।

ଶତଭିଷା- ବ୍ୟବସାୟ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। ରାଜନୈତିକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ କମ୍ ପରିଶ୍ରମରେ ଅଧିକ ଫଳ ପାଇବେ ।

ପୂ,ଭାଦ୍ରପଦ- କଳା, ସାହିତ୍ୟ, ସାମ୍ବାଦିକତା, ସମସ୍ୟା ସମାଧାନ ହୋଇଯିବ । ସାଧାରଣ ଲୋକଙ୍କୁ ସାହାର୍ଯ୍ୟ କରି ଖୁସି ଅନୁଭବ କରିବେ । ନୂଆ ନୂଆ ବନ୍ଧୁ ସୃଷ୍ଟି କରିବେ

ପ୍ରତିକାର – ଗୋଟେ ନାସିଲଗା ପଇଡକୁ ଭାସିଯାଉଥିବା ଜଳରେ ଭସେଇଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :