Daily Horoscope 9th April 2023: ଏହି ରାଶିର ବ୍ୟକ୍ତି ଆଜି ରାଜନୀତି କ୍ଷେତ୍ରରେ ଉଚ୍ଚ ପଦବୀ ହାସଲ କରି ପାରନ୍ତି
/odishatv-khabar/media/media_files/uploadimage/library/16_9/16_9_0/IMAGE_1681006387-352432.jpg)
ସୈାର ମୀନ ମାସ ବୈଶାଖ କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ରବିବାର । ଚନ୍ଦ୍ର – ତୁଳା ଦିବା ୦୮.୦୧ ଗତେ ବିଛା,ତିଥି – ୩ୟା ଦିବା ୦୯.୩୫ ଗତେ ୪ର୍ଥୀ,ଘାତ ଚନ୍ଦ୍ର – ନାସ୍ତି,ଘାତ ବାର – ମେଷ,ପୁଷ୍କର ଦୋଷ – ୨ ପାଦ କୃଷି ଓ ବଂଶହାନି ଭୂମି ଓ ତିଳକାଞନ ଦାନ ଦିବା ୦୧.୫୯ ଗତେ ୧ପାଦ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
