• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th Nov 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ହଠାତ୍ ଖୁସି ଖବର ପାଇବେ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୮ ତାରିଖ ମଙ୍ଗଳବାର ଚନ୍ଦ୍ର – ମେଷ ଅହୋରତ୍ର ତିଥି- ପୂର୍ଣ୍ଣିମା ଦିବା ୦୪/୩୨ ଗତେ ପ୍ରତିପଦ ଘାତ ଚନ୍ଦ୍ର- ମେଷ ଅହୋରତ୍ର ଘାତ ବାର – ମକର ପୁଷ୍କର ଦୋଷ - ୧ ପାଦ କୃଷିହାନି- ଭୂମିଦାନ ରାତ୍ରି ୦୧/୩୯ ଗତେ ୨ପାଦ

Scorpio

ବିଛା

Tuesday 08 Nov 2022

ବିଶାଖା – ସ୍ୱାସ୍ୟ ସମ୍ବନ୍ଧୀୟ ସମସ୍ୟାକୁ ନେଇ ନିତ୍ୟଚର୍ଯ୍ୟାରେ ବ୍ୟବଧାନ ଉପସ୍ଥିତ ହେବ । କର୍ମକ୍ଷେତ୍ରରେ ଦାୟିତ୍ୱ ବଢିବା ସହ ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳ ହେବେ 

ଅନୁରାଧା – ରାଜନୈତିକ କ୍ଷେତ୍ରରେ ଉଚ୍ଚ କର୍ମକର୍ତାଙ୍କ ସୁଦୃଷ୍ଟି ପ୍ରାପ୍ତ ହେବ । କ୍ୟାରିୟର କ୍ଷେତ୍ରରେ ବିଶେଷ ଧ୍ୟାନ ରଖିବା ଆବଶ୍ୟକ ।

ଜ୍ୟେଷ୍ଠା – ଜାଗା, ଜମି ଆଦି କ୍ରୟ କରିବେ । ଯୁବତୀମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ

ପ୍ରତିକାର – ସିନ୍ଧୁର ଟିକା ମସ୍ତକରେ ଲଗାଇ ଘରୁ ବାହାରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :