• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th Nov 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ହଠାତ୍ ଖୁସି ଖବର ପାଇବେ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୮ ତାରିଖ ମଙ୍ଗଳବାର ଚନ୍ଦ୍ର – ମେଷ ଅହୋରତ୍ର ତିଥି- ପୂର୍ଣ୍ଣିମା ଦିବା ୦୪/୩୨ ଗତେ ପ୍ରତିପଦ ଘାତ ଚନ୍ଦ୍ର- ମେଷ ଅହୋରତ୍ର ଘାତ ବାର – ମକର ପୁଷ୍କର ଦୋଷ - ୧ ପାଦ କୃଷିହାନି- ଭୂମିଦାନ ରାତ୍ରି ୦୧/୩୯ ଗତେ ୨ପାଦ

Leo

ସିଂହ

Tuesday 08 Nov 2022

ମଘା – ପୁରୁଣା ରୋଗର ପ୍ରକୋପ ବୃଦ୍ଧି ପାଇବ । ଉଚିତ୍ ବ୍ୟବହାର ପାଇଁ ଖୁସିର ବାତାବରଣ ଦେଖାଦେବ । ବ୍ୟବସାୟରେ ଅଧିକ ଖର୍ଚ୍ଚ ହେବାର ସମ୍ଭାବନା ଅଛି

ପୂ , ଫାଲଗୁନୀ - ଶିକ୍ଷାକ୍ଷେତ୍ରରେ ପରୀକ୍ଷା ପରିଣାମ ଅନୁକୂଳ ହେବା ଯୋଗେ ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଜନଙ୍କ ପାଖରେ ଆଦୃତ ହେବେ । ରାଜନିତି କ୍ଷେତ୍ରରେ କୈାଶଳପୂର୍ଣ୍ଣ ଦୃଢ ପଦଦେକ୍ଷପ ନେବେ ।

ଉ ,ଫାଲଗୁନୀ – ଶତୃମାନେ ପୁନରାୟ ପଛରେ ଲାଗି ଯାଇ ପାରନ୍ତି । ମହିଳା ମାନେ ନକରାତ୍ମକ ପ୍ରବୃତିକୁ ଛାଡିବା ପାଇଁ ପ୍ରୟାସ କରିବେ ।

ପ୍ରତିକାର – ମାଆ ବାପା, ଗୁରୁଙ୍କୁ ପ୍ରଣାମ କରନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :