• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th Nov 2022: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ହଠାତ୍ ଖୁସି ଖବର ପାଇବେ

ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୮ ତାରିଖ ମଙ୍ଗଳବାର ଚନ୍ଦ୍ର – ମେଷ ଅହୋରତ୍ର ତିଥି- ପୂର୍ଣ୍ଣିମା ଦିବା ୦୪/୩୨ ଗତେ ପ୍ରତିପଦ ଘାତ ଚନ୍ଦ୍ର- ମେଷ ଅହୋରତ୍ର ଘାତ ବାର – ମକର ପୁଷ୍କର ଦୋଷ - ୧ ପାଦ କୃଷିହାନି- ଭୂମିଦାନ ରାତ୍ରି ୦୧/୩୯ ଗତେ ୨ପାଦ

Aquarius

କୁମ୍ଭ

Tuesday 08 Nov 2022

ଧନିଷ୍ଠା – ସ୍ୱାସ୍ଥ୍ୟ ସମ୍ବନ୍ଧିତ କିଛି ସମସ୍ୟା ମଧ୍ୟ ଦେଖା ଦେଇପାରେ । ବ୍ୟବସାୟ କ୍ଷେତ୍ରକୁ ସୁସଜ୍ଜିତ କରି ପ୍ରଚୁର ଲାଭବାନ୍ ହେବେ ।

ଶତଭିଷା – ଶ୍ରମିକ ଓ କର୍ମଚାରୀମାନଙ୍କୁ ସଠିକ୍ ପରାମର୍ଶ ଦେଇ ଧନମାନ ଦିଗରୁ ସୁରକ୍ଷିତ ରହିବେ । ଛାତ୍ରଛାତ୍ରୀ ମାନେ ବିଦେଶଯାତ୍ରା କରି ପାରିବେ ।

ପୂ , ଭାଦ୍ରପଦ – ମାଲିମକନ୍ଦମା ରେ ସଫଳତା ପ୍ରାପ୍ତି ହେବ । ମହିଳା ମାନେ ପିଲାଙ୍କ ଶିକ୍ଷାକୁ ନେଇ ଚିନ୍ତିତ ରହିବେ

ପ୍ରତିକାର – ପକ୍ଷୀଙ୍କୁ କିଛି ଦାନା ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନୀଳ

ଶୁଭ ସଂଖ୍ୟା :