• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th August 2024: ଏହି ରାଶିର ବ୍ୟକ୍ତିଙ୍କର ପ୍ରେମଜୀବନ ମଧୁରମୟ ରହିବ ...

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁ ବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୪ର୍ଥୀ ରାତ୍ରି ୧୨.୩୭ ଗତେ ୫ମୀ ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଲକାଞ୍ଚନ ଦାନ ରାତ୍ରି ୧୧.୩୪ ପର୍ଯ୍ୟନ୍ତ।

Gemini

ମିଥୁନ

Thursday 08 Aug 2024

ମୃଗଶିରା- ବ୍ୟବସାୟୀରେ ବିରୋଧୀ ମାନଙ୍କ ପ୍ରତି ସାବଧାନ ରୁହନ୍ତୁ । କଂପାନୀରେ ଚାକିରି କରୁଥିବା ଲୋକଙ୍କ ଲାଗି ଦିନ ଭଲ ରହିବ । ଘର କାମର ବୋଝ ଅଧିକ ରହିବ । ଅନ୍ୟମାନଙ୍କ ସହିତ କଥା ହେବା ସମୟରେ ଠିକ୍ ଭାଷା ପ୍ରୟୋଗ କରନ୍ତୁ ।

ଆଦ୍ରା- ବିଦ୍ୟାର୍ଥୀମାନେ ପଢାପଢିରେ ଅଧିକ ପରିଶ୍ରମ କରିଲେ ମଧ୍ୟ ଭଲ ଫଳ ମିଳିବ ନାହିଁ । ରାଜନୀତିରେ ନୂତନ ସମସ୍ୟାରେ ପିଡିତ ହେବେ । ବନ୍ଧୁମାନେ ସାହାଯ୍ୟ ସହଯୋଗର ହାତ ବଢାଇବେ ।

ପୁନର୍ବସୁ- କର୍ମକ୍ଷେତ୍ରରେ ସାମାନ୍ୟ ବିଶ୍ରାମ କରିବାର ସୁଯୋଗ ପାଇବା କଷ୍ଟକର ହୋଇପାରେ । ଅଧିକ ମୂଲ୍ୟ ଦେଇ ଜମି କିଣିବେ । ଛାତ୍ରୀମାନେ ପୁରସ୍କୃତ ହୋଇପାରନ୍ତି ।

ପ୍ରତିକାର – ସକାଳୁ ଛୋଟ ପିଲାଙ୍କୁ କିଛି ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :