• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 8th August 2023: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ନୂତନ ଚାକିରି ମିଳିପାରେ

ସୈାର କର୍କଟ ମାସ ଶ୍ରାବଣ (ମଳ) କୃଷ୍ଣପକ୍ଷ । ଇଂରାଜୀରେ ୮ ତାରିଖ ମଙ୍ଗଳବାର । ଚନ୍ଦ୍ର- ମେଷ ଅହୋରାତ୍ର । ତିଥି - ୮ମୀ ରାତ୍ରି ୦୩.୫୨ ଗତେ ୯ମୀ । ଘାତ ଚନ୍ଦ୍ର- ମେଷ ଅହୋରାତ୍ର । ଘାତବାର- ମକର । ପୁଷ୍କର ଦୋଷ- ୧ ପାଦ- କୃଷିହାନୀ- ଭୂମିଦାନ ରାତ୍ରି ୦୧.୩୩ ଗତେ ୨ ପାଦ-କୃଷି ଓ ବଂଶହାନୀ-ଭୂମି ଓ ତିଳକାଞ୍ଜନ ଦାନ ।

Sagittarius

ଧନୁ

Tuesday 08 Aug 2023

ମୂଳା- ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ହେବ । କର୍ମକ୍ଷେତ୍ରରେ ନୂତନ କର୍ମ ନିଯୁକ୍ତିର ସମ୍ଭାବନା ଅଧିକ ରହିଛି । ଗାଡି, ମଟର ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ନ ହେଲେ ଅସୁବିଧାରେ ପଡିପାରନ୍ତି ।

ପୂ , ଷାଢା- ବ୍ୟବସାୟରେ ଲାଭାଂଶ କମାଇବେ । ରାଜନୀତିରେ ଆର୍ଥିକ ଲାଭ ମିଳିପାରେ । ଚାକିରିରେ ପଦୋନ୍ନତିର ଯୋଗ ରହିଅଛି । ଘରେ ଖୁସିର ମାହୋଲ୍ ରହିବ । କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଆଲୋଚନାର ପାତ୍ର ହେବେ ।

ଉ , ଷାଢା- ମୂଲ୍ୟବାନ୍ ଜିନିଷ ଚୋରି ହେବା ସମ୍ଭାବନା ରହିଛି । ପ୍ରଶାସନିକ କ୍ଷେତ୍ରରେ ଉତ୍ତେଜନା ପରିସ୍ଥିତି ରହିପାରେ । ସାମାଜିକ ସ୍ତରରେ ପ୍ରତିଷ୍ଠା ଲାଭ ପାଇବେ । କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିପାରେ ।

ପ୍ରତିକାର- ଶ୍ରୀ ବାମନଙ୍କ ବିଗ୍ରହକୁ ପୂଜା କରନ୍ତୁ

ଶୁଭ ରଙ୍ଗ :ହଳଦିଆ

ଶୁଭ ସଂଖ୍ୟା :