• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th Oct 2022: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭବାନ ହେବେ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଶୁକ୍ରବାର ଚନ୍ଦ୍ର – କୁମ୍ଭ ଅହୋରାତ୍ର ଘାତ ଚନ୍ଦ୍ର- ମିଥୁନ ଘାତ ବାର – ବିଛା , ଧନୁ , ମୀନ ପୁଷ୍କର ଦୋଷ – ଦିବା ୦୭/୨୭ ଗତେ ୧ ପାଦ, ପଶୁସମ୍ପଦ-ନାଶ- ଅନ୍ନ- ତିଳକାଞନ ଦାନ

Scorpio

ବିଛା

Friday 07 Oct 2022

ବିଶାଖା – କର୍ମ କ୍ଷେତ୍ରରେ ବୁଦ୍ଧି ପ୍ରୟୋଗ ଦ୍ୱାରା ଉନ୍ନତି ହେବ

ଅନୁରାଧା –ପୂର୍ବରୁ କରିଥିବା ଋଣ ପରିଶୋଧ କରିବେ

ଜ୍ୟେଷ୍ଠା – ଆତ୍ମୀୟ ସୂଜନଙ୍କ ସହ ମିଳନ ହେବ

ପ୍ରତିକାର –ନୃସିଂହଙ୍କର ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :