• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th Oct 2022: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭବାନ ହେବେ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଶୁକ୍ରବାର ଚନ୍ଦ୍ର – କୁମ୍ଭ ଅହୋରାତ୍ର ଘାତ ଚନ୍ଦ୍ର- ମିଥୁନ ଘାତ ବାର – ବିଛା , ଧନୁ , ମୀନ ପୁଷ୍କର ଦୋଷ – ଦିବା ୦୭/୨୭ ଗତେ ୧ ପାଦ, ପଶୁସମ୍ପଦ-ନାଶ- ଅନ୍ନ- ତିଳକାଞନ ଦାନ

Leo

ସିଂହ

Friday 07 Oct 2022

ମଘା – ସ୍ୱାସ୍ଥ୍ୟ ଭଲ ରହିବ, ସୁଖ- ସମୃଦ୍ଧି ବୃଦ୍ଧି ପାଇବେ

ପୂ , ଫାଲଗୁନୀ - କର୍ମ କ୍ଷେତ୍ରରେ ଅଗ୍ରଗତି ଘଟିବ

ଉ ,ଫାଲଗୁନୀ – ରାଜନୈତିକ କ୍ଷେତ୍ରରେ ନୂଆ ସମ୍ମାନ ମିଳିବ

ପ୍ରତିକାର – ଲାଲ ମୁହା ମାଙ୍କଡକୁ ଗୁଡ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ନାରଙ୍ଗୀ

ଶୁଭ ସଂଖ୍ୟା :