• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Daily Horoscope 7th Oct 2022: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭବାନ ହେବେ

ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଶୁକ୍ରବାର ଚନ୍ଦ୍ର – କୁମ୍ଭ ଅହୋରାତ୍ର ଘାତ ଚନ୍ଦ୍ର- ମିଥୁନ ଘାତ ବାର – ବିଛା , ଧନୁ , ମୀନ ପୁଷ୍କର ଦୋଷ – ଦିବା ୦୭/୨୭ ଗତେ ୧ ପାଦ, ପଶୁସମ୍ପଦ-ନାଶ- ଅନ୍ନ- ତିଳକାଞନ ଦାନ

Cancer

କର୍କଟ

Friday 07 Oct 2022

ପୁନର୍ବସୁ - ଇନ୍ଦ୍ରିୟ ସଯଂମକୁ ଅଣଦେଖା କରନ୍ତୁ ନାହିଁ

ପୁଷ୍ୟା – ବାଣିଜ୍ୟରେ ଆର୍ଥିକ ହାନି ହେବ

ଅଶ୍ଳେଷା - ପାରିବାରିକ ଅଶାନ୍ତି ସୃଷ୍ଟି ହେବ

ପ୍ରତିକାର – ବରଗଛ ମୂଳରେ କିଛି କ୍ଷୀର ଢାଳି ଦିନଟି ଆରମ୍ଭ କରନ୍ତୁ

ଶୁଭ ରଙ୍ଗ :ଧଳା

ଶୁଭ ସଂଖ୍ୟା :