Daily Horoscope 7th Oct 2022: ଏହି ରାଶିର ବ୍ୟକ୍ତି ଆଜି ବ୍ୟବସାୟରେ ଲାଭବାନ ହେବେ Pallipuspa Samal07 Oct 2022 08:50 IST ସୈାର କନ୍ୟା ମାସ ଆଶ୍ୱିନ ଶୁକ୍ଳପକ୍ଷ । ଇଂରାଜୀରେ ୦୭ ତାରିଖ ଶୁକ୍ରବାର ଚନ୍ଦ୍ର – କୁମ୍ଭ ଅହୋରାତ୍ର ଘାତ ଚନ୍ଦ୍ର- ମିଥୁନ ଘାତ ବାର – ବିଛା , ଧନୁ , ମୀନ ପୁଷ୍କର ଦୋଷ – ଦିବା ୦୭/୨୭ ଗତେ ୧ ପାଦ, ପଶୁସମ୍ପଦ-ନାଶ- ଅନ୍ନ- ତିଳକାଞନ ଦାନ AriesTaurusGeminiCancerLeoVirgoLibraScorpioSagittariusCapricornAquariusPisces Read More